csstore

ନାଇକେନସିରା ୫ତମ ଠାକୁର ବଡଦେଓ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : କନ୍ଧେଲବାହାଲିକୁ ପ୍ଲାଣ୍ଟିକ୍ ସହାୟତାରେ ୪/୨ ଗୋଲ୍‌ ଦେଇ ନାଇକେନସିରା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନାଇକେନସିରା ଗାଁର ୫ତମ ଠାକୁର ବଡଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ନାଇକେନସିରା ଦଳ କନ୍ଧେନବାହାଲିକୁ ପ୍ଲାଣ୍ଟିକ୍ ସାହାର୍ଯ୍ୟରେ ୪/୨ ଗୋଲରେ ହରାଇଥିଲା । ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଯୋଗ ଦେଇଥିବା ବେଳେ ସଞ୍ଜିପ ପାଧାନ, ଚକ୍ରଧର ମେହେର, ବଚନ ଜାନୀ, ସୁରୁ ବାଗ, ସ୍ଵାଧୀନ ବାଗ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ଖେଳକୁ ଦେବାଶିଷ ବାଗଙ୍କ ସହ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.