ସଦାଇପାଲି ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସଦାଇପାଲି, (ରାଜେଶ ଦଣ୍ଡସେନା) : ସଦାଇପାଲି କ୍ଳଷ୍ଟର ସ୍କୁଲରେ ଗଣେଷ ଭଗବାନ ଏବଂ ସ୍ୱରସ୍ୱତୀ ମାଁଙ୍କ ମୂର୍ତି ସହିତ ମହାପୁରୁଷ ମାନ ଙ୍କପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଉକ୍ତ ଉନ୍ମୋଚନ ଉତ୍ସବରେ ମୂଖ୍ୟ ଅତିଥି ବିଇଓ ଦିଲ୍ଲୀପ କୁମାର ଯୋଶୀ ସମ୍ମାନୀତ ଅତିଥି ଏବିଇଓ ସଂଧ୍ୟାରାଣୀ ଧରୁଆ ସ୍କୁଲ ସଭାପତି ମଧୁସୁଦନ ମହାଲଙ୍କ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ସ୍କୁଲ ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ମିଶ୍ର, ନିରାକାର ସାଏ, ଆଶାମୟୀ ଭୋଇ, କଳ୍ପନା ଗୋଁଈ, ଶିଲା ମହାପାତ୍ର, ଝରଣାରାଣି ପାଣୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.