pr

ତୁଷ୍ଟାପାଳି ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଟଙ୍କା ୧ କୋଟିରୁ ଅଧିକ ଟଙ୍କା ମଞ୍ଜୁର : ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ ଗାଁ ଲୋକେ

dr. purohit

ସଇଁତଲା, (ଖୁସିରାନୀ ସାହୁ) : ଚାଷୀ ହସିଲେ ଦେଶ ହେସିବ ଚାଷୀ ଙ୍କ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଚାଷୀଙ୍କ ଚାଷ ଜମିରେ କିଭଳି ଦ୍ୱିଗୁଣ ଚାଷ ହେବ ତାହାକୁ ଚିନ୍ତା କରି ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପ୍ରୟାସ କ୍ରମରେ ରାଜ୍ୟ ସରକାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିବା ବେଳେ ଚାଷୀ ମହଳରେ ଉତ୍ସାହ ଦେଖା ଦେଇଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଲି ଗାଁ ନିକଟରେ ଥିବା ଲାଂଥ ନଦୀ ଉପରେ ୧ କୋଟି ୨୪ ଲକ୍ଷ ୨୬ ହଜାର ୨୮୧ ଟଙ୍କା ରାଜ୍ୟ ସରକାର ମଞ୍ଜୁର ହୋଇଥିବା ବେଳେ ସ୍ଥାନୀୟ ଲୋକେ ବିଧାୟକ ନବୀନ ଜୈନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.