oom

ପିତଳ ଗ୍ରାମରେ ଦୁଇଜଣଙ୍କୁ ମରଣାନ୍ତ୍ରକ ଆକ୍ରମଣ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧିନସ୍ଥ ପିତଳ ଗ୍ରାମରେ ଦୁଇଜଣଙ୍କୁ ମରଣାନ୍ତ୍ରକ ଆକ୍ରମଣ ହେଇଥିବା ଖବର ମିଳିଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇଜଣ ହେଲେ ପିତଳ ଗାଁର ସରପଞ୍ଚ ରାମ ରାଘବ ପାତ୍ର ଓ ପିତଳ ବିଜେପି ମଣ୍ଡଳ ସଭାପତି ବିଜୟ ପ୍ରଧାନ ଗୁରୁତର ହୋଇଥିବା ସୂଚନା । କିଛି ଅଜଣା ଦୁର୍ବୃତ୍ତ ଲୁହାରଡରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କିଛି ବିଶେଷ ସୁତ୍ରରୁ ଜଣାପଡିଛି ।

jittmm
Leave A Reply

Your email address will not be published.