pr

କୃଷକମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

dr. purohit

ଧର୍ମଗଡ, (ଭରତ ବିଶି) : ଗୋତମୁଣ୍ଡା ଠାରେ କୃଷକମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡା ଧାନ ମଣ୍ଡି ଠାରେ ବଳରାମ ମାଝୀ (କୃଷକମଞ୍ଚ ସଭାପତି), ଭାରତ ଭୁଷଣ ଦୁର୍ଗା(ସମ୍ପାଦକ), ନିରଞ୍ଜନ ବାଗ (କୋଷାଧ୍ୟକ୍ଷ) ଜବାହରଲାଲ ଗୋପାଳ(ସରପଞ୍ଚ ଗୋତମୁଣ୍ଡା), ହେମନ୍ତ ମାଝୀ (ବିଜେଡି ଯୁବ ସଭାପତି, କୋକସରା), ପାର୍ଥବ ମାଝୀ, ତୁଳସୀ ବିହାରୀ, ଳିଙ୍ଗରାଜ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ନାଏକ, ତ୍ରିନାଥ ପୋଟା, ହିମାଞ୍ଚଳ ପୁଝାରୀ ସମେତ ଚାଷୀ ଉପସ୍ଥିତ ରହି ପାତାକା ଉତ୍ତୋଳନ କରିଥିଲେ ।

nrusinghnath
Leave A Reply

Your email address will not be published.