centurian jitm

ପଦ୍ମପୁର ଉପଖଣ୍ଡରେ ନୂତନ ଏସଡିପିଓଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ନୂତନ ଏସଡିପିଓ ଭାବେ ପାଣ୍ଡବ ଶବର ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୦ ବ୍ୟାଚର ଶ୍ରୀ ଶବର ଏହା ପୂର୍ବରୁ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଥିଲେ । ଉପଖଣ୍ଡ ରେ, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ଶିଶୁ ଓ ମହିଳା ସୁରକ୍ଷା ଓ ସାଇବର ଅପରାଧ ଦିଗରେ ସ୍ୱତନ୍ତ୍ର ପ୍ରାଥମିକତା ଦେବି ବୋଲି କହିଥିଲେ । ନୂତନ ଏସ୍‌ଡିପିଓଙ୍କ ଯୋଗଦାନ କରିବା ପରେ ଉପଖଣ୍ଡର ବିଭିନ୍ନ ଥାନା ପୋଲିସ ବିଭାଗର ଅଧିକାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.