centurian jitm

ବଲାଙ୍ଗିର କୁଲୁଥିପାଲିରେ ଜଗନ୍ନାଥ ମନ୍ଦିର ସହ ମାଉସୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁଥିପାଲି ଗ୍ରାମରେ ବଡ଼ ଧୁମଧାମରେ ବାବା ଜଗନ୍ନାଥଙ୍କ ମନ୍ଦିର ଓ ମାଉସୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଂସ ଦରବାର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଗତ କାଲି ରାତି ୯ଟାରେ କୁଲୁଥିପାଲି ଗ୍ରାମର ଜଣାଶୁଣା ବିକ୍ରମ ପ୍ରଧାନ ଓ ଦିଲ୍ଲୀପ ପ୍ରଧାନ ଅତିଥି ରୂପେ ଯୋଗଦେଇ ପ୍ରଭୂକ୍ରୁପା ଲାଭ କରିବା ସହ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ତାଙ୍କ ବକ୍ତବ୍ୟରେ କହିଥିବା ଜଣାପଡିଛି ।

Leave A Reply

Your email address will not be published.