ପାର୍ବତୀ ଗିରି ବୃଦ୍ଧାଶ୍ରମ ଦ୍ୱାରା ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ସମଲେଇପଦର, ବରଗଡର ସ୍ଵାଧୀନତା ସଂଗ୍ରାମୀ ତଥା ପଶ୍ଚିମ ଓଡିଶାର ମଦର ଟେରେସା ପାର୍ବତୀ ଗିରିଙ୍କ ଜନ୍ମ ମାଟିରେ ତାଙ୍କ ନାମରେ ନାମିତ ପାର୍ବତୀ ଗିରି ବୃଦ୍ଧଶ୍ରମରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି । ଆଶ୍ରମର ମୁଖ୍ୟ ଜଳନ୍ଧର ପଟେଲଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛି ନିଷ୍ଠା ପରିବାର । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇଥିଲେ ।

Leave A Reply

Your email address will not be published.