csstore

କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଗୌନ୍ତିଆ ବୁଢା ବିଦ୍ୟାପୀଠ ପଥର୍ଲାର କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ (୫୯) ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ନିଲେନ୍ଦ୍ରୀ ମଲ୍ଲିକ, ପୁତ୍ର ତାପସ, ଝିଅ ମାନସୀ, ବନ୍ଧୁ ସ୍ୱାଧିନ ସାହୁ, ନନ୍ଦିକିଶୋର ସାହୁ, ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ଶିକ୍ଷକ ସରୋଜ ହୋତା, ବିରଞ୍ଚି ନାରାୟଣ ବିଶ୍ୱଳେ, ପବିତ୍ର ଭୋଇ, ଚିତ୍ତରଞ୍ଜନ ସାହୁ, ଟଙ୍କଧର ମେର୍ଲୀ ଓ ଭାଗୀରଥି ଦାଶଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଦୁହେଲ ସ୍ଥିତ ଲୁହୁରେନପାଲି ଠାରେ ପୁଅ ତାପସ ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.