csstore

ହିଆଲ କ୍ଲଷ୍ଟରର ପ୍ରାଥମିକ ବିଦ୍ୟାଳୟ ନାଏକପଡାଠାରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ପ୍ରାଥମିକ ବିଦ୍ୟାଳୟ ନାଏକପଡାଠାରେ ଅଷ୍ଟମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିଆଳ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମରେନ୍ଦ୍ର କୁମାର ବାଗ, ବ୍ରଜମୋହନ ମିଶ୍ର ପ୍ରଧାନ ଶିକ୍ଷକ କରଳାବାହାଳି ଯୋଗଦେଇଥିଲେ । ଏହି ତାଲିମରେ ଅମରେନ୍ଦ୍ର ବାଗ, ଅଭିନାଶ ମହାଳିଙ୍ଗ ଓ ଖଗେଶ୍ୱର ଦଣ୍ଡସେନା ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଏହି ଏକ ଦିବସିୟ ତାଲିମ କେନ୍ଦ୍ରରେ ହିଆଲ କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ, ମିନାକ୍ଷୀ ପାଣ୍ଡେ, ବିଜୟ ତାଣ୍ଡି, ସତ୍ୟନାରାୟଣ ଧରୁଆ, ନଳିନୀ ସାହୁ, ମମତା ପୁରୋହିତ, କୃଷ୍ଣଚନ୍ଦ୍ର ପଣ୍ଡା, ସତ୍ୟସନାରାୟଣ ଧରୁଆ, ବଜାୟନ୍ତୀ ପାଢି, ଭି କୃଷ୍ଣା କୁମାରୀ, ମମତା ପଣ୍ଡା, ମମତା ଯୋଶୀ, ସୁନୀଲ ସେଠ, ଅନୀଲ ମେହେର, ଅଭିନାଶ ମହାଳିଙ୍ଗ, ସୌରଭ ବେହେରା, ଚୁଡାମଣି ବେହେରା, ଆମରକାନ୍ତ ବେହେରା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.