ଛଟ୍ ଓ ଦୀପାବଳି ଅବସରରେ ଭାରତୀୟ ରେଳ ପକ୍ଷରୁ ୭,୨୯୬ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି, ଗତବର୍ଷ ୪,୫୦୦ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ
- ଅକ୍ଟୋବର ୨୯ରେ ଭାରତୀୟ ରେଳ ପକ୍ଷରୁ ୧୩୬ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା ।
- ଅକ୍ଟୋବର ୩୦, ୨୦୨୪ରେ ୧୬୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି ।
ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରୁ ଚଳାଚଳ କରୁଥିବା ଟ୍ରେନର ବିବରଣୀ:
ଟ୍ରେନ୍ ନମ୍ବର ୦୪୦୫୬ ଆନନ୍ଦବିହାର-ବାଲିଆ ଏକ୍ସପ୍ରେସ୍ ସନ୍ଧ୍ୟା ୧୮ଟା ୦୫ରେ ଛାଡ଼ିବ ।
ଟ୍ରେନ୍ ନମ୍ବର ୦୫୦୫୪ ନୂଆଦିଲ୍ଲୀ-ବରାଉନି ପ୍ରସ୍ଥାନ ସମୟ ହେଉଛି ଅପରାହ୍ନ ୧୪ ଟା ୨୦ ମିନିଟ୍ ।
ଟ୍ରେନ୍ ନମ୍ବର ୦୨୫୬୪ ନୂଆଦିଲ୍ଲୀ-ବରାଉନି ଏକ୍ସପ୍ରେସ୍ ସନ୍ଧ୍ୟା ୧୭ଟା ୫୫ରେ ଛାଡ଼ିବ ।
ଟ୍ରେନ୍ ନମ୍ବର ୦୨୨୪୬ ହଜରତ ନିଜାମୁଦ୍ଦିନ-ପାଟନା ଏକ୍ସପ୍ରେସ୍ ରାତି ୨୩ଟା ୫୫ରେ ଛାଡ଼ିବ ।
ଟ୍ରେନ୍ ନମ୍ବର ୦୪୦୮୪ ଦିଲ୍ଲୀ ଜଙ୍କସନ୍ -ଜୟନଗର ଏକ୍ସପ୍ରେସ୍ ରାତି ୨୩ଟା ୪୫ରେ ଛାଡ଼ିବ ।
ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆର୍ପିଏଫ ପକ୍ଷରୁ ଟ୍ରେନରେ ଯାତ୍ରୀଙ୍କୁ ଧାଡ଼ିରେ ପ୍ରବେଶ କରାଯାଉଛି ।