ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ, (ପିଆଇବି) : ୧. ଭାରତ-ମାଳଦ୍ୱୀପ : ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ ଉପରେ ସହମତି
୨. ଭାରତ ସରକାରଙ୍କ ଦ୍ୱାରା ମାଳଦ୍ୱୀପ ତଟରକ୍ଷୀ ଜାହାଜ ହୁରାଭୀର ନିଃଶୁଳ୍କ ପୁନଃନିର୍ମାଣ
ଶୁଭାରମ୍ଭ/ଉଦ୍‌ଘାଟନ/ ହସ୍ତାନ୍ତର :
୧. ମାଳଦ୍ୱୀପରେ ରୂପେ କାର୍ଡର ଶୁଭାରମ୍ଭ
୨. ହନୀମାଧୁ ଆନ୍ତର୍ଜାତୀୟ ବିମାନ ବନ୍ଦର (ଏଚ୍‌ଆଇଏ)ର ନୂଆ ରନୱେ ଉଦ୍‌ଘାଟନ
୩. ଏକ୍‌ଜିମ୍‌ ବ୍ୟାଙ୍କର କ୍ରେତା ଋଣ ସୁବିଧା ଅଧୀନରେ ନିର୍ମିତ ସାମାଜିକ ଆବାସ ୟୁନିଟ୍‌ ହସ୍ତାନ୍ତରଣ
ବୁଝାମଣାପତ୍ରରେ ସ୍ୱାକ୍ଷର/ନବୀକରଣ ମାଳଦ୍ୱୀପର ପ୍ରତିନିଧି ଭାରତର ପ୍ରତିନିଧି :
୧. ମୁଦ୍ରା ବିନିମୟ ରାଜିନାମା ମାଳଦ୍ୱୀପ ମୁଦ୍ରା ପ୍ରାଧିକରଣର ଗଭର୍ଣ୍ଣର ଅହମ୍ମଦ ମୁନୱର ଅଜୟ ସେଠ, ସଚିବ, ଆର୍ଥିକ ବ୍ୟାପାର ବିଭାଗ, ଅର୍ଥ ମନ୍ତ୍ରଣାଳୟ
୨. ଭାରତର ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପୁଲିସ ଓ ଆଇନ ପ୍ରବର୍ତ୍ତନ କଲେଜ ମଧ୍ୟରେ ରାଜିନାମା ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଇବ୍ରାହିମ୍‌ ସାହେବ୍
ଡକ୍ଟର. ରାଜେନ୍ଦ୍ର କୁମାର, ସଚିବ, ସୀମା ପରିଚାଳନା ସଚିବ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
୩. ଦୁର୍ନୀତି ରୋକିବା ଏବଂ ଏହାର ମୁକାବିଲା ପାଇଁ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ମାଳଦ୍ୱୀପର ଦୁର୍ନୀତି ନିବାରଣ ଆୟୋଗ ମଧ୍ୟରେ ବୁଝାମଣାପତ୍ର ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଇବ୍ରାହିମ୍‌ ସାହେବ ଡକ୍ଟର. ରାଜେନ୍ଦ୍ର କୁମାର, ସଚିବ, ସୀମା ପରିଚାଳନା ସଚିବ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
୪. ମାଳଦ୍ୱୀପ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଭାରତୀୟ ଜାତୀୟ ନ୍ୟାୟିକ ଏକାଡେମୀ (ଏନ୍‌ଜେଏଆଇ) ଏବଂ ମାଳଦ୍ୱୀପର ନ୍ୟାୟିକ ସେବା ଆୟୋଗ (ଜେଏସସି) ମଧ୍ୟରେ ବୁଝାମଣାପତ୍ରର ନବୀକରଣ ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଇବ୍ରାହିମ୍‌ ସାହେବ ମୁନୁ ମହାୱର, ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ
୫. କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବୁଝାମଣାପତ୍ର ନବୀକରଣ ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଇବ୍ରାହିମ୍‌ ସାହେବ ମୁନୁ ମହାୱର, ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

Leave A Reply

Your email address will not be published.