ସିଲେଟକାନୀ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ତଲବାହାଲକୁ ହରାଇ ବାଞ୍ଜିବାହାଲି ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିଲେଟକାନୀରେ ଏକ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ନୁନିଆଢପାକୁ ତଲବାହାଲ୍ ଦଳ ହରାଇଥିବା ବେଳେ ଦ୍ବିତୀୟ ସେମିଫାଇନାଲରେ ମୁରସିଂହକୁ ବାଞ୍ଜିବାହାଲି ହରାଇଥିଲା । ଫାଇନାଲରେ ତଲବାହାଲକୁ ବାଞ୍ଜିବାହାଲି ଦଳ ହରାଇ ଚାମ୍ପିଅନ ହୋଇଥିଲା ।

Leave A Reply

Your email address will not be published.