ବଲାଙ୍ଗିର ତାଲପାଲିପଡ଼ାରେ ଖୁଦୁରୁକୁଣୀ ଓଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡ଼ାରେ ମହା ସମାରୋହରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି । ଏହି ଅବସରରେ ଅଂଚଳର ମହିଳାମାନେ ନୀତିକାନ୍ତି ସହ ଉପବାସ ରଖି ପୂଜା କରିଛନ୍ତି । ଖୁଦୁରୁକୁଣୀ ଓଷା ଦ୍ୱାରା ମହିଳାମାନଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଆସିଛି । ଓଡ଼ିଶାର ବିଭିନ୍ନ ଅଂଚଳରେ ଏହି ଓଷା ପାଳନ କରାଯାଉଥିବା ବେଳେ ବଲାଙ୍ଗିର ତାଲପାଲିପଡ଼ାରେ ମଧ୍ୟ ଏହା ଖୁବ୍‌ ଆକର୍ଷଣୀୟ ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.