ନଦୀରେ ବୁଡ଼ିଯାଇ ଛାତ୍ର ନିଖୋଜ

ଯାଜପୁର : ନଦୀରେ ବୁଡ଼ିଯାଇ ଛାତ୍ର ନିଖୋଜ । ଏମିତି ଏକ ବଡ଼ ଖବର ଏବେ ସାମ୍ନାକୁ ଆସୁଛି । ବୁଢାନଦୀରେ ବୁଡ଼ିଯାଇ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ନିଖୋଜ ଛାତ୍ର ଜଣକ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କାଟିଆ ଗ୍ରାମର ନବମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଷଡ଼ଙ୍ଗୀ ବୋଲି ଜଣାପଡ଼ିଛି । ତେବେ ଛାତ୍ର ଜଣକ ସ୍କୁଲ ନଯାଇ ଛାତ୍ର ମାନଙ୍କ ସହ ନଦୀ କୁଳକୁ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।

Leave A Reply

Your email address will not be published.