କୀଟ ଦେହରେ ଜଗନ୍ନାଥଙ୍କ ଛବି : ଲୋକଙ୍କ ଜବରଦସ୍ତ ଭିଡ଼

ହରଭଙ୍ଗା : କୀଟ ଦେହରେ ଜଗନ୍ନାଥଙ୍କ ଛବି । ଏହି କଥା ଟା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହଁ ଏହି କଥାଟି ସତ ହୋଇଥିବା ବେଳେ ଏହା ହରଭଙ୍ଗା ବାଣିଗୋଛା ଗ୍ରାମର ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଛି । ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଥିବା ଏହି କିଟର ମୁଣ୍ଡର ଅଗ୍ର ଭାଗରେ ପ୍ରଭୁ ଜଗନ୍ନାଥଙ୍କ ଚିହ୍ନ ଦେଖିବାକୁ ମିଳିଛି । ତେବେ ଏହି ଖବର ଚାରିଆଡେ଼ ପ୍ରସାରିତ ହେବା ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

Leave A Reply

Your email address will not be published.