ମୁଖ୍ୟ ଅଭିଯୁକ୍ତଙ୍କ ଭାଇ ଗିରଫ, ମାହାଙ୍ଗା ଡବଲ୍‌ ମର୍ଡର ଘଟଣା

କଟକ : ମାହାଙ୍ଗାରେ ଡବଲ୍‌ ମର୍ଡର ଘଟଣା ଦେଖିବାକୁ ମିଲିଛି । ମୁଖ୍ୟ ଅଭିଯୁକ୍ତର ଭାଇ ଚୈତନ୍ୟ ସେଠୀ ଗିରଫ ହୋଇଛନ୍ତି । ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ । ଘଟଣାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀର ଭାଇ ଚୈତନ ସେଠୀକୁ ଅଟକ ରଖି ପୋଲିସ ପଚରାଉଚରା କରିଥିଲା । ପଚରାଉଚରା କରିସାରିବା ପରେ ତାଙ୍କୁ ଗିରଫ କରିଛି । ସେପଟେ ଘଟଣାରେ ରାଜ୍ୟବ୍ୟାପୀ ପ୍ରତିବାଦ କରୁଛି ବିଜେପି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆଣି ଦଳ ମନ୍ତ୍ରୀଙ୍କୁ ବହିଷ୍କାର କରିବାର ଦାବି କରିଛି ।

Leave A Reply

Your email address will not be published.