ସମ୍ବଲପୁର : ଡ଼ଃ. ଶ୍ୟାମ ସୁନ୍ଦର ଧରଙ୍କ ହାସ୍ୟ ବ୍ୟଙ୍ଗାତ୍ମକ ପୁସ୍ତକ ‘କହେଲେ କହେବ’ ଓ ଡ଼ଃ. ବିଜୟ କୁମାର ପ୍ରଧାନଙ୍କ ସମ୍ବଲପୁରୀ କଥାନି ମାଲା ‘କର୍ବୁ ଯାହା ପାଏବୁ ତାହା’ ସ୍ଥାନୀୟ ସମଲେଇ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସହରର ବହୁ ଭାଷା ସାହିତ୍ୟ ସାଧକ ତଥା ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
Next Post