oom

ରେଙ୍ଗାଲିରେ ମହାବିଷୁବ ସଂକ୍ରାନ୍ତି ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କାଲି ରେଙ୍ଗାଲି ଗ୍ରାମବାସୀ ତଥା ଗ୍ରାମର ଭକ୍ତ ବରିହା, କିଶୋର ପାତ୍ର, ଗିରିଶ ପାତ୍ର, କାଳିଆ ରଣା, ପିଙ୍କୁ ବାଗ, ଭାଗ୍ୟ ପାତ୍ର, ସୁଶାନ୍ତ ବାରିକ୍ ଅଭିମନ୍ୟୁ ମେହେର, ଚମ୍ପୁ ପଧାନ, ପିଣ୍ଟୁ ପଟେଲ, ହେଜମଣି ସାହୁ, ସତ୍ୟନାରାୟଣ ସାହୁ, ଚକ୍ର ବାରିକ୍, କୁମର ପାଣ୍ଡେ, ପପୁ ବାରିକ୍, ମଣ୍ଟୁ ରଣା, ରାଧେଶ୍ୟାମ ମେହେର, ମଦନ ପାତ୍ର, ଆଲୋକ ସାହୁ, କେଶବ ଦୀପ, ମୁରଲୀ ମେହେର, ଚୁଲ ବଗର୍ତ୍ତୀ, କେଶ ବଗର୍ତ୍ତୀ, ଅଭିମନ୍ୟୁ ବାରିକ୍ ସମସ୍ତଙ୍କ ସହଯୋଗରେ ବହୁତ୍ ଧୁବ୍‌ଧାମ୍‌ରେ ପଣା ସଂକ୍ରାନ୍ତି ପାଳନ ହୋଇଥିଲା ଏହି ଉତ୍ସବକୁ ମୁଖରିତ କରିବା ପାଇଁ ଏକ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଥିଲା, ସେହି ଆସରରେ ବଲାଙ୍ଗିର ତହଁକ୍ କୁଟୁମ୍‌ର କବିମାନେ ଯୋଗ ଦେଇଥିଲେ । ସେହି କବି ତଥା ନାରୀ କବିଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ଉପଢୌକନ ସାଥେ ସମ୍ବର୍ଦ୍ଧିତ କରାଯାଇଥିଲା, ସଭାରେ ସଭାପତିତ୍ୱ କରିଥିଲେ ପଟେତ୍ ପାତ୍ର, ମୁଖ୍ୟ ଅତିଥି ଭାଗିରଥୀ ବଗର୍ତ୍ତୀ, ମୂଖ୍ୟ ବକ୍ତା ସୁବଳ ଠାକୁର୍, ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ହୃଷିକେଶ ସାହୁ, ହୃଷିକେଶ ଗଡତ୍ୟା, ଚିନ୍ତା ମଣି ଠାକୁର୍, ଗୁଲାପ ଦଣ୍ଡସେନା (ମିଥୁନ) ଏବଂ ଭବାନୀ ରାଜ ପୁତ୍ ଲେଖାକୁ ଆହୁରି ସୁଦୃଢ କରିବା ପାଇଁ ସ୍ଥାନୀୟ କବି ଦିଲ୍ଲୀପ କୁମାର ମିଶ୍ର, କୁମର ମଣି ସାହୁ ଏବଂ ଗିରିଶ ପାତ୍ରଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା, ଭକ୍ତ ବରିହା ଏବଂ କିଶୋର ପାତ୍ରଙ୍କ ଆକୁଣ୍ଠିତ ସହଯୋଗକୁ ସମସ୍ତେ ପ୍ରଶଂସା କରିଥିଲେ, ସଭାକୁ ସଂଯୋଜନା କରିଥିଲେ ଶିକ୍ଷକ ତଥା କବି ଦିଲ୍ଲୀପ କୁମାର ମିଶ୍ର ଏବଂ ଧନ୍ୟବାଦ୍‌ ଅର୍ପଣ କରିଥିଲେ ଗିରିଶ ପାତ୍ର ।

jittmm
Leave A Reply

Your email address will not be published.