csstore

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ‘ଶଙ୍ଖ ଜନସଂପର୍କ ପଦଯାତ୍ରା’ର ୧୬ତମ ଦିନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀଙ୍କ ନେତୃତ୍ୱରେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଓ ମୁଡପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ୍ସ କାମାଣ୍ଡୋ ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ, ବଲାଙ୍ଗିର ଜିଲ୍ଲା ବିଜେଡି ଉପସଭାପତି ଉମାକାନ୍ତ ସାହୁ, ସିନ୍ଧେକେଲା ପୂର୍ବତନ ସମିତି ସଭ୍ୟ ବିଶ୍ୱନାଥ ସାହୁ,ସିନ୍ଧେକେଲା ରାଜା ଅରୁଣ ସିଂ ଦେଓ, କାର୍ତ୍ତିକ ପ୍ରଧାନ, ପିଣ୍ଟୁ ଅଗ୍ରୱାଲ, ଥେକର ରଣା, ବରିଷ୍ଠ ବିଜେଡି ନେତା ପରୁଷୋତ୍ତମ ଭୋଇ, ବରିଷ୍ଠ ବିଜେଡି ନେତା ଶ୍ରୀଧର ମାଝୀ, ଦୈତାରୀ ଭୋଇ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.