oom

ବରଗଡ଼ରେ ଭାଜପାର କୃଷକ ସମାବେଶ

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଘୁଲିପାଲି ଠାରେ ଭାରତୀୟ ଜନତା ପାର୍ଟିର ମହା କୃଷକ ସମାବେଶର ଆୟୋଜିତ ହୋଇଯାଇଛି । ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ସଭାରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ସଂପର୍କରେ ତୃଣମୂଳ ସ୍ତରରୁ କୃଷକ ମାନଙ୍କୁ ଅବଗତ କରାଇବା ସହ ଏଥିରେ ଥିବା ସପ୍ସସ୍କାର ନିଶ୍ଚିତ ଭାବେ କୃଷକ ଭାଇ ଭଉଣୀମାନଙ୍କୁ ସମୃଦ୍ଧ, ସଶକ୍ତ ଏବପ୍ସ ଆତ୍ମ ନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି କହିଥିଲେ। ନୂତନ କୃଷି ଆଇନର ସମର୍ଥନ ପାଇଁ କର୍ମୀମାନେ ନିଜ ଅଞ୍ଚଳର ଚାଷୀଙ୍କୁ ଅବଗତ କରାଇବାକୁ ଆହ୍ବାନ କରିଥିଲେ। ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ ହଜାର ହଜାର କର୍ମୀ ଏକତ୍ରୀତ ହୋଇଥିଲେ। ସମାବେଶରେ ବରଗଡ଼ ସାପ୍ସସଦ ସୁରେଶ ପୂଜାରୀ, କଳାହାଣ୍ଡି ସାପ୍ସସଦ ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଲୋଇସିପ୍ସହା ବିଧାୟକ ମୁକେଶ ମହାଲିଙ୍ଗ, ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସୋନପୁର ଜିଲ୍ଲା ନେତା ବଲଦେବ ବେଦବାକ୍ ପ୍ରମୁଖ ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.