csstore

ସେକ୍ଟର୨ ହକର ଆସୋସିଏସନ୍ ର ବଣଭୋଜି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ହକର ଆସୋସିଏସନ୍ ସେକ୍ଟର ୨ପଏଣ୍ଟର ହକର ଭାଇମାନଙ୍କ ଏକ ବଣଭୋଜି କାର୍ଯ୍ୟକ୍ରମ ଝିରପାଣିଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକେନ୍ଦୁ ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହକର ଭାଇମାନେ ପରଷ୍ପର ମଧ୍ୟରେ ଭାବ ବିନିମୟ ସହ ନାଚ ଗୀତରେ ସମୟ ଅତିବାହିତ କରିଥିଲେ । କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁନା ପଟ୍ଟନାୟକ, ଗୋପୀ ସୁନା, ଜିତେନ୍ଦ୍ର ସୁନା, ଦିନେଶ ମଲ୍ଲିକ, ନବୀନ ମାଝୀ, ଅରୁଣ ମହାନ୍ତି, କୁନା ବେବର୍ତ୍ତା, ସଂଜୀବ ବେବର୍ତ୍ତା, ସମୀର ରାଜହଂସ, ସନାତନ, ସନ୍ତୋଷ ମହାନନ୍ଦ, ବିକାଶ, ଅନୀଲ, ଜୟଦେବ, ସାଗର, ସଂଗ୍ରାମ, ସୁଧାଂଶୁ, ମିଟୁ ଦୀପ,ସୁଦାମ, ମନୋଜ, ଅନିଲ, ଆନନ୍ଦ,ବିଶୁ, କେଶବ ପ୍ରମୁଖ ଯୋଗଦେଇ ଥିଲେ ।

jayashree
Leave A Reply

Your email address will not be published.