csstore

ବାଞ୍ଜିପାଲି ନୂଆପଡ଼ାର ପ୍ରହରୀ ମଣ୍ଡପର କୁମ୍ଭ ଭରଣ କାର୍ଯ୍ୟକ୍ରମ

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପାଲି ନୂଆପଡାରେ ପ୍ରହରୀ ମଣ୍ଡପର କୁମ୍ଭ ଭରଣ କାର୍ଯ୍ୟକ୍ରମରେ ଶ୍ରୀମତୀ ନିରୁପମା ମାଝୀ ପୂର୍ବତନ ଜିଲ୍ଲା ପରିଷଦ ଏବଂ ବର୍ତମାନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ବଲାଙ୍ଗିର ଜିଲ୍ଲା ଉପାଧ୍ୟକ୍ଷା ଏବଂ ତାଙ୍କ ସହିତ ଗୋଲାପୀ ମାଝୀ ସମିତି ସଭ୍ୟା ଢୋଲମାନ୍ଦଳ ପଞ୍ଚାୟତ, ଆଶାଦୁଲ୍ଲା ଖାନ ବିଜେଡି ବ୍ଲକ ସଭାପତି, ଶ୍ରୀଧର ମାଝୀ ବରିଷ୍ଠ ବିଜେଡି ନେତା, ବିଶ୍ୱନାଥ ସାହୁ ବରିଷ୍ଠ ବିଜେଡି ନେତା ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.