ହସ୍ତତନ୍ତ, ବୟନ ଓ କୁଟୀର ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କ କଳାଗ୍ରାମ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବୁରୋମୁଣ୍ଡାର କଳାଗ୍ରାମରେ ହେଉଥିବା ପ୍ରକଳ୍ପକୁ ହସ୍ତତନ୍ତ, ବୟନ ଓ କୁଟୀର ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ପ୍ରକଳ୍ପ ପରିଦର୍ଶନ କରିଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କଳାଗ୍ରାମ ତରଫରୁ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ‘ଆମର ବାହିର ବଜା -ଗଜା’ର ପୋଷ୍ଟର ଉନ୍ମୋଚନ କରିଥିଲେ । କଳାଗ୍ରାମ କଳାକାର ରବିରତନ ସାହୁ କଳାଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିବା ବେଳେ କଳାଗ୍ରାମର ସମସ୍ତ କଳାକାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.