୫ ଫୁଟିଆ ନାଗସାପ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବାସିନ୍ଦା ରବି ରୋହୀଦାସଙ୍କ ଘର ଭିତରେ ଏକ ୫ ଫୁଟ୍‌ ଲମ୍ବ ବିଶିଷ୍ଟ ନାଗସାପ ଥିବା ଘର ଲୋକେ ଦେଖିବାକୁ ପାଇ ସ୍ନେକ ହେଲ୍ପଲାଇନ ସହିତ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପଲାଇନର ସଦସ୍ୟ ଗୋପ ନାଗଙ୍କୁ ରବିଙ୍କ ଘରେ ପହଞ୍ଚି ଉକ୍ତ ନାଗସାପକୁ ଉଦ୍ଧାର କରିବା ସହିତ ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାଯାଇଛି ।

Leave A Reply

Your email address will not be published.

error: Content is protected !!