csstore

ବାଲୁକା କଳା ମାଧ୍ୟମରେ ସ୍ୱଭାବ କବି ଗଂଗାଧର ମେହେରଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲୁକା କଳା ମାଧ୍ୟମରେ ସ୍ୱଭାବ କବି ଗଂଗାଧର ମେହେରଙ୍କୁ ତାଙ୍କ ୧୬୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁ । ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ଜଣେ ଶିକ୍ଷକ ହୋଇଥିବା ବେଳେ ନିଜ ଅବସର ସମୟରେ ବାଲୁକା କଳାରେ ମନୋନିବେଶ କରୁଥିବା ପ୍ରକାଶ କରନ୍ତି । ବର୍ତ୍ତମାନ ସମୟରେ ଆଧୁନିକ ମଣିଷ ପାଖରେ ସବୁକିଛି ଥାଇ ମଧ୍ୟ ସେ ନିଜକୁ ନିଃସ୍ୱ ମନେ କରୁଥିବା ବେଳେ ସ୍ୱଭାବ କବି ଗଂଗାଧର ମେହେରଙ୍କ ‘ବିଶ୍ୱ ଦେଖ ମଧୁମୟରେ ଜୀବନ ବିଶ୍ୱ ଦେଖ ମଧୁମୟ’ ଉକ୍ତି ପ୍ରତି ମାନବ ସମାଜ ଅନୁପ୍ରେରିତ ହେବାକୁ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ଆହ୍ୱାନ କରିଛନ୍ତି ।

jayashree
Leave A Reply

Your email address will not be published.