csstore

ପ୍ରସିଦ୍ଧ ବ୍ୟାସ ଶାନ୍ତନୁ ତ୍ରିପାଠୀଙ୍କୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଙ୍ଗୀତ ମୂର୍ଚ୍ଛନା ଓ ଓଡ଼ିଆ ସଂସ୍କୃତି କଳା ଏକାଡେମୀ କେନ୍ଦ୍ରାପଡ଼ା ପକ୍ଷରୁ ବଲାଙ୍ଗିର ଟାଉନ ହଲରେ ଆଯୋଜିତ ହୋଇଥିବା ରାଜ୍ୟସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ତମିଆଁ ଗ୍ରାମର ପ୍ରସିଦ୍ଧ ପୁରାଣ ବ୍ୟାସ ତଥା ରାମଲୀଳା କଳାକାର ଶାନ୍ତନୁ ତ୍ରିପାଠୀଙ୍କୁ ଚଉଷଠି ଯୋଗିନୀ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ଅନେକ କଳାର ଅଧିକାରୀ ଥିଲେ । ତାଙ୍କୁ ଏହି ସମ୍ମାନ ମିଳିଥିବାରୁ ଗ୍ରାମବାସୀ ବେଶ୍ ଖୁସି ଅଛନ୍ତି । ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

jayashree
Leave A Reply

Your email address will not be published.