ନିର୍ମାଣାଧୀନ ପୁରୀ ବିମାନବନ୍ଦର ପରିଦର୍ଶନ କଲେ ଉନ୍ନୟନ କମିଶନର ଅନୁ ଗର୍ଗ

ପୁରୀ : ନିର୍ମାଣାଧୀନ ପୁରୀ ବିମାନବନ୍ଦର ପରିଦର୍ଶନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଏଥିସହିତ ପୁରୀର ଅନ୍ୟାନ୍ୟ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିର୍ମାଣାକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.