ଜାଲ୍ ନୋଟ୍ ଜବତ ସହ ୨ ଗିରଫ୍‌

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସନ୍ତରାଗଡ଼ିଆରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩୨ ହଜାର ୭୦୦ ଜାଲ୍ ନୋଟ୍ ଜବତ କରାଯାଇଥିବା ଜଣାପଡିଛି । ଏହି ଚଢାଉ କରି ଜଣେ ମହିଳା ସମେତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.