ବ୍ଲାକ ଇଗଲ୍‌ ସିକ୍ୟୁରିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକଠାରେ ଥିବା ବ୍ଲାକ ଇଗଲ୍‌ ସିକ୍ୟୁରିଟି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଜାତୀୟ ପାତାକା ଉତ୍ତୋଳନ କରିଛନ୍ତି । ଏଥିରେ ବ୍ଲାକ ଇଗଲ୍‌ ସିକ୍ୟୁରିଟି ଅଫିସର ମୁଖ୍ୟ ସରୋଜ ସାହୁଙ୍କ ସହ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଓ ସିକ୍ୟୁରିଟି କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.