ବଲାଙ୍ଗିର ସାମ୍ବାଦିକ ଭବନରେ ଉଡ଼ିଲା ଜାତୀୟ ପତକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ସାମ୍ବାଦିକ ଭବନରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ପତାକା ଉତ୍ତୋଳନ କରିଥିବା ବେଳେ ସଂଘର ବହୁ ସଦସ୍ୟ ଏଥିରେ ଯୋଗଦାନ କରି ଜାତୀୟ ସଂଗୀତ ଗାନ କରିଛନ୍ତି ।

Leave A Reply

Your email address will not be published.