୫ଟି ସଚିବ ପାଣ୍ଡିଆନଙ୍କୁ ହାତଅଙ୍କା ଫୋଟୋ ଚିତ୍ରକୁ ଉପହାର ଦେଲେ ବଲାଙ୍ଗିରର ଜବହାରଲାଲ ନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ଆଜି ସକାଳୁ ସକାଳୁ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲା ପରେ କୋଶଳ କଳା ମଣ୍ଡଳରେ ଅନୁଷ୍ଠିତ ଏକ ଜନ ସମାବେଶରେ ଯୋଗ ଦେଇଥିଲେ । ଏହି ସମୟରେ ବଲାଙ୍ଗିରର ଜବାହାରଲାଲ ନନ୍ଦ ନାମକ ଜଣେ ଚିତ୍ରଶିଳ୍ପୀ ନିଜେ ଆଙ୍କିଥିବା ୫ଟି ସଚିବଙ୍କ ଫୋଟୋ ଚିତ୍ରକୁ ୫ଟି ସଚିବ ଶ୍ରୀ ପାଣ୍ଡିଆନ୍‌ଙ୍କୁ ଉପହାର ଦେଇଥିଲେ । ୫ଟି ସଚିବ ଶ୍ରୀ ପାଣ୍ଡିଆନ ଫୋଟୋ ଚିତ୍ରକୁ ଦେଖି ଖୁସିବ୍ୟକ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.