ଶୋଚନୀୟ ଅବସ୍ଥାରେ କଣ୍ଟାବାଞ୍ଜି କାଳୀ ମନ୍ଦିର ସମ୍ମୁଖସ୍ଥ ମୁଖ୍ୟରାସ୍ତା

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରାସ୍ତା କାଳୀ ମନ୍ଦିର ସମ୍ମୁଖସ୍ଥ ମୁଖ୍ୟ ରାସ୍ତାରେ ସବୁବେଳେ ପାଣି ଜମା ହୋଇ କଦର୍ଯ୍ୟ ଅବସ୍ଥାରେ ପଡ଼ିରହିଛି । ଯାନବାହାନ ଯିବା ଆସିବା ଓ ଜନସାଧାରଣ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.