csstore

ଛତ୍ରପୁର ରୋଟାରୀ କ୍ଲବ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୪ତମ ବନ ମହୋତ୍ସବ ଅବସରରେ ଛତ୍ରପୁର ରୋଟାରୀ କ୍ଲବ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଭାପତି ନିରଞ୍ଜନ ପାତ୍ରଙ୍କ ନେତ୍ତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ, ରୋଟାରୀୟାନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଦ୍ଵାରିକା ପଟ୍ଟନାୟକ, ସ୍ୱାଗତିକା ସାମନ୍ତରାୟ, ଏସ୍.ରେଖା ମହାନ୍ତି, ସୁରଜିତ ସାମନ୍ତରାୟ, ବିଘ୍ନେଶ୍ୱର ରଥ, ପ୍ରସନ୍ନ କୁମାର ପତି, ବାସୁଦେବ ରାଓ, ପଦ୍ମଚରଣ ସାହୁ, ଗୋଲାପ ସାହୁ, ଜନାର୍ଦ୍ଧନ ରେଡ୍ଡୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.