csstore

ଅଙ୍କୁର ସାହିତ୍ୟ ସଂସଦର ରଥଯାତ୍ରା କବିତା ପାଠ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସନାତନ ମନ୍ଦିର ପରିସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ଉପରେ ଶିଶୁ ଓ ବଡମାନଙ୍କୁ ନେଇ ଏକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠ ଅଙ୍କୁରର ସଭାପତି କସ୍ତୁରି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଡା. ଅଶୋକ କୁମାର ସେଠୀ ବିବରଣୀ ପାଠ କରିଥିôଲେ । ତା’ପରେ କବିତା ପାଠ ହୋଇଥିଲା, କବିତା ପାଠ କରିଥିଲେ ମଦନ ରଥ, ରତ୍ନମୟ ତ୍ରିପାଠୀ, ବଳିଷ୍ଠ ପ୍ରଧାନ, କପିଳ ପତି, ଜ୍ୟୋସ୍ନାମୟୀ ତ୍ରିପାଠୀ, ଗୋବିନ୍ଦ ସରାଫ, ନଳୀନୀ ଶତପଥି, ରାଜ କିଶୋର ପଣ୍ଡା, ଜ୍ୟୋତିର୍ମୟୀ ତ୍ରିପାଠୀ, ରଶ୍ମି ପାତ୍ର, ତପସ୍ୱିନୀ ପଶାୟତ, ଚୁଡେନ୍ଦ୍ର୍ର ବେହରା, କରୁଣାକର ପାଣିଗ୍ରାହୀ, ପ୍ରଦୀପ ପାଶାୟତ ଓ ରଘୁନନ୍ଦନ ସିଂ, ରତ୍ନା ରଣା, ପୂଜା ସେଠ ଓ ଶେଷରେ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.