ଆଜି ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୧୨ ଘଂଟିଆ ବଲାଙ୍ଗିର ବନ୍ଦ । ତେବେ ଜିଲ୍ଲାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ପ୍ରତିବାଦରେ ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ଏହି ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ସକାକୁ ପିକେଟିଂ କରି ମୁଖ୍ୟ ଡାକ ଘରକୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ଏହି ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁଥିବା ବେଳେ ସ୍ଥାନୀୟ ବିଭିନ୍ନ ସଂଜଠନ ଏହି ବନ୍ଦକୁ ସର୍ମଥନ ଜଣାଉଥିବା ସୂଚନା ରହିଛି ।

Leave A Reply

Your email address will not be published.