csstore

ବଲାଙ୍ଗିର ଜିଲ୍ଲା ଓଷ୍ଟା ପକ୍ଷରୁ ଡିଇଓ ଅଫିସ ସମ୍ମୁଖରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଡିଇଓ ଅଫିସ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା ଓଷ୍ଟା ପକ୍ଷରୁ ପ୍ରକଳ୍ପ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ପୂର୍ବତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ନୀଳମଣି ପଟେଲ, ତାରାକାନ୍ତ ମିଶ୍ର, ସୁଧୀର କୁମାର ନାଏକ, ରଞ୍ଜିତା ମିଶ୍ର, ଶଙ୍କର ପ୍ରସାଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ଅନୀଲ କୁମାର ସାହୁ, ରଞ୍ଜିତ ପାତ୍ର, ଶଙ୍କର ବିଶ୍ୱାଳ, ଦିଲ୍ଲିପ ପଧାନ, ପ୍ରେମରାଜ ପଧାନ, ମଦନ ମୋହନ ରଥ, ଗୋବିନ୍ଦ ବଗର୍ତ୍ତୀ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବଲାଙ୍ଗିରବଲାଙ୍‌ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଡିଇଓ ଅଫିସ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା ଓଷ୍ଟା ପକ୍ଷରୁ ପ୍ରକଳ୍ପ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ପୂର୍ବତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ନୀଳମଣି ପଟେଲ, ତାରାକାନ୍ତ ମିଶ୍ର, ସୁଧୀର କୁମାର ନାଏକ, ରଞ୍ଜିତା ମିଶ୍ର, ଶଙ୍କର ପ୍ରସାଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ଅନୀଲ କୁମାର ସାହୁ, ରଞ୍ଜିତ ପାତ୍ର, ଶଙ୍କର ବିଶ୍ୱାଳ, ଦିଲ୍ଲିପ ପଧାନ, ପ୍ରେମରାଜ ପଧାନ, ମଦନ ମୋହନ ରଥ, ଗୋବିନ୍ଦ ବଗର୍ତ୍ତୀ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

jayashree
Leave A Reply

Your email address will not be published.