ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଦେହାନ୍ତ

ରାଉରକେଲା : ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଆଉ ନାହା‌ନ୍ତି। ରାଉରକେଲା ଆଇଜିଏଚରେ ଚିକିତ୍ସାଧନୀ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ମଧୁମେହ ଓ କିଡ଼ନି ରୋଗରେ ପୀଡିତ ଥିଲେ । ଇଟିଭି ଭାରତର ଓଡ଼ିଆ ପୋର୍ଟାଲର ପ୍ରତିନିଧି‌ତ୍ୱ କରୁଥିଲେ ‌ସ୍ୱର୍ଗତ ରାଜେ‌ନ୍ଦ୍ର । ତାଙ୍କ ବିୟୋଗରେ ରାଉରକେଲାରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.