କଂଗ୍ରେସ ଦଳ ଭେଟିଲା ପରୀ ପରିବାରକୁ : ନରସିଂହ ମିଶ୍ର କଲେ ପୁଙ୍ଖାନୁପୁଙ୍ଖ ଆଲୋଚନା

ନୟାଗଡ଼ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ତଥା ସାଂସଦ ଡା. ଏ. ଚେଲ୍ଲା କୁମାରଙ୍କ ନେତୃତ୍ୱରେ ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ଓଡିଶା ପ୍ରଦେଶ କଂଗ୍ରେସ କମିଟି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜୟପୁର ବିଧାୟକ ତାରାବାହିନୀ ପତି ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତିରେ ମୃତ ପରୀର ପରିବାର ଲୋକଙ୍କୁ ଭେଟି ସାନ୍ତନା ଜଣେଇଛି କଂଗ୍ରେସ ଦଳ । ପରୀର ପିତାମାତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ।

Leave A Reply

Your email address will not be published.