ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ : ଧାନର ଏମ୍‌ଏସ୍‌ପି ୭ ପ୍ରତିଶତକୁ ବୃଦ୍ଧି ନେଇ ଘୋଷଣା କଲେ କେନ୍ଦ୍ର ସରକାର । ଧାନର କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମ୍‌ଏସ୍‌ପି ୨,୧୮୮ ଟଙ୍କା । ସେହିପରି ମୁଗ ଓ ବିରିର ବି ବଢ଼ିଲା ସହାୟକ ମୂଲ୍ୟ । ମୁଗ ଏମ୍‌ଏସ୍‌ପି ୧୦.୪ ପ୍ରତିଶତ ବଢ଼ିଥିବା ବେଳେ କ୍ୱିଣ୍ଟାଲ ପିଛା ୮,୫୫୮କୁ ବୃଦ୍ଧି ପାଇଛି । ୨୦୨୨-୨୩ ପାଇଁ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.