csstore

ନୂତନ ଭାବେ ଦଳରେ ଯୋଗ ଦେଇଥିବା ନେତାମାନଙ୍କୁ ସ୍ଵାଗତ କଲେ ବିଧାୟକ ପ୍ରାର୍ଥୀ ଅଜୟ ଦାସ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିନ୍ଧେକେଲା ବିଜେପି ମଣ୍ଡଳ ସହସମ୍ପାଦକ ରୁଦ୍ରମଣି ସାହୁଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ଉପସ୍ଥିତିରେ ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ଯୋଗଦେଲେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଭୂର୍ଷାଗୁଡ଼ା ପଞ୍ଚାୟତର ୩୦ ଜଣ ଭାରତୀୟ ଜନତା ପାର୍ଟି କର୍ମୀ ଓ ନେତାମାନେ । ନୂତନ ଭାବେ ଦଳରେ ଯୋଗ ଦେଇଥିବା ଉକ୍ତ ନେତାମାନଙ୍କୁ ସ୍ଵାଗତ କରିଛନ୍ତି କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ।

jayashree
Leave A Reply

Your email address will not be published.