jayashree

ସପ୍ତାହେ ବିଳମ୍ବରେ ଓଡ଼ିଶା ଆସିପାରେ ମୌସୁମୀ

ଭୁବନେଶ୍ୱର : ସପ୍ତାହେ ବିଳମ୍ବରେ ଓଡ଼ିଶା ଆସିପାରେ ମୌସୁମୀ । ରାଜ୍ୟର ପ୍ରାୟ ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ତାଲିକାରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନ ରହିଥିଲା ।

ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପଶ୍ଚିମ ଓଡ଼ିଶାରେ ଏହିଭଳି ନିଆଁ ବର୍ଷା ଜାରି ରହିବ । ପ୍ରବଳ ଖରା, ଗୁଳୁଗୁଳି ଜାରି ରହିଥିବା ବେଳେ ଚଳିତ ବର୍ଷ ଓଡ଼ିଶାକୁ ମୌସୁମୀର ପ୍ରବେଶ ପ୍ରାୟ ଏକ ସପ୍ତାହ ବିଳମ୍ବ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

Leave A Reply

Your email address will not be published.