csstore

ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ସୂଚନା ଅନୁସାରେ ବାଇପାସ୍ ରାସ୍ତା ପାଇଁ ମାଟି ଆଣୁଥିବା ବେଳେ ବନ୍ଧ ଭୁଷୁଡି ଅନ୍ନପୂର୍ଣ୍ଣାନଗରରେ ଗତ କାଲି ରାତି ଜଳବନ୍ଦୀ ହୋଇଥିବା ଘଟଣାର ଖବର ପାଇ ଆଜି ଘଟଣା ସ୍ଥଳକୁ ପରିଦର୍ଶନ କରିବା ସହ ବିଷ୍ଣୁମୁଣ୍ଡାରେ ହୋଇଥିବା କୃତ୍ରିମ ବନ୍ୟା ଯୋଗୁଁ ଜଳବନ୍ଦୀ ହୋଇଥିବା ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ ।

jayashree
Leave A Reply

Your email address will not be published.