ଶିରାବାହାଲରେ ବନ ବିଭାଗର ଚଢ଼ାଉ : କାଠଗଣ୍ଡି ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଞ୍ଜ ଅନ୍ତର୍ଗତ ଶିରାବାହାଲ ଗାଁରେ ବନ ବିଭାଗ ଚଢ଼ାଉ କରି କାଠଗଣ୍ଡି ଜବତ କରିଥିବା ଜଣାପଡ଼ିଛି । ଦେଓଗାଁ ଫରେଷ୍ଟ ସେକ୍ସନର ଶିରାବାହାଲ ଗାଁରେ ଗତ ବୁଧବାର ରାତିରେ ଦେଓଗାଁ ରେଞ୍ଜର ବନ କର୍ମଚାରୀମାନେ ଜନୈକ ବ୍ୟକ୍ତିଙ୍କ ବିଳରେ ଚଢ଼ାଉ କରି ସେଠାରୁ ୬ ଖଣ୍ଡ ସାଇଜ ଶାହାଜ ଗଣ୍ଡିକୁ ଜବତ କରିଥିବା ନେଇ ଦେଓଗାଁ ଫରେଷ୍ଟର ପିଙ୍କୁ ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.