ବଲାଙ୍ଗିରର ସମରେନ୍ଦ୍ର ମିଶ୍ର ପୁଣିଥରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମରେନ୍ଦ୍ର ମିଶ୍ର ପୁଣିଥରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବା ନେଇ ଖବର ମିଳିଛି । ଶ୍ରୀ ମିଶ୍ର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ବଲାଙ୍ଗିରରେ କଂଗ୍ରେସ ପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଥିବା ନେଇ ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.