csstore

ବିଜୁବାବୁଙ୍କ ଜୟନ୍ତୀ ଦିବସ ଅବସରରେ ଛତ୍ରପୁର ସହରରେ ସାଇକେଲ ରାଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ପ୍ରଭାତ ଫେରି ସ୍ୱରୂପ ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ଭାବେ ମାଲ୍ୟାର୍ପଣ କରିବା ସାଂଗକୁ ଏକ ସାଇକେଲ ରାଲି ସହର ପରିକ୍ରମା କରିଥିଲା । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ନିଜେ ସାଇକେଲ ରାଲିରେ ସାଇକେଲ ଚଳାଇ ବାହାରିଥିଲେ । ବିଜେଡି ନଗର ସଭାପତି ବି.ରାଜିବାବୁଙ୍କ ନେତୃତ୍ୱରେ ଏହି ସାଇକେଲ ରାଲି ବାହାରିଥିଲା ।

jayashree
Leave A Reply

Your email address will not be published.