୧୭ ଗ୍ରାମର ଧଳା ଜହର ଜବତ : ୨ ଗିରଫ

ଟାଙ୍ଗୀ : ଆଜି ଟାଙ୍ଗୀ ପୋଲିସ ମଙ୍ଗଳାଯୋଡି-ଟାଙ୍ଗୀ ରୋଡ ନିକଟସ୍ଥ ପଣସପୁରପାଟଣା ଗ୍ରାମର ଏକ ନିର୍ମାଣଧୀନ ଘରେ ଚଢ଼ାଉ କରି ୧୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ୨ ନିଶା ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

3 × 1 =