ବାଇକ୍ ଧକ୍କାରେ ବାଟୋଇ ମୃତ ଓଡିଶା By Koshala Prabaha On Tuesday 14th February 2023, 11:14 am Share କେନ୍ଦୁଝର : ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନଳପଙ୍ଗା ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ବାଟୋଇଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ । kendujhar news