jsm

ଜିଲ୍ଲାସ୍ତରୀୟ ଉତ୍କଳ ଷଡ଼ବଂଶୀୟ ସାତଘରିଆ ମିର୍ଦ୍ଧା ସମାଜ ବୋର୍ଡର ଦ୍ୱାଦଶତମ ମହାସଭା

csstore

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଟେଣ୍ଡାପଦର ଠାରେ ଜିଲ୍ଲାସ୍ତରୀୟ ଉତ୍କଳ ଷଡ଼ବଂଶୀୟ ସାତଘରିଆ ମିର୍ଦ୍ଧା ସମାଜ ବୋର୍ଡର ଦ୍ୱାଦଶତମ ମହାସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଟିକେଶ୍ୱର ମିର୍ଦ୍ଧା, ଜିଲ୍ଲା ସମ୍ପାଦକ ବିରଂଚି ମିର୍ଦ୍ଧା, ଜିଲ୍ଲା ମହିଳା ସଭାନେତ୍ରୀ ଜାହ୍ନବୀ ମିର୍ଦ୍ଧା, ଜିଲ୍ଲା ମହିଳା ସମ୍ପାଦିକା ସୁଜାତା ମିର୍ଦ୍ଧା ଉପସ୍ଥିତ ଥିଲେ । ଏହି ସଭାକୁ ପୁରନ୍ଦର ମିର୍ଦ୍ଧା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଯୁଧିଷ୍ଠୀର ମିର୍ଦ୍ଧା ।

yuvodaya
Leave A Reply

Your email address will not be published.