csstore

ହମିରପୁର ଉନ୍ନୟନ ପରିଷଦ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତ ଓ ଆବାହକ ନିରଞ୍ଜନ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିତ୍ବିକ୍ ଭୁବନେଶ୍ୱର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ଦେବେନ୍ଦ୍ର ନାଥ ବେହେରା, ସୁରେଶ ଦଳବେହେରା, ମହେଶ୍ଵର ସାହୁ, ବିଷ୍ଣୁ ଚରଣ ନାୟକ, ଉପେନ୍ଦ୍ର ନାୟକ, ସୁଧାକର ମୁନୀ, ପ୍ରଶାନ୍ତ ସୋମ, ପ୍ରଫୁଲ୍ଲ ଦାସ, ସୁରଥ ବାଗ, ଗଙ୍ଗାଧର ଦାଶ, ଦେଓନିସ ଲାକ୍ରା, କୃଷ୍ଣଚନ୍ଦ୍ର ଧଳ, ଅକ୍ଷୟ ପୁହାଣ, ମହେନ୍ଦ୍ର ପାଣ୍ଡେ, ଆରତୀ କର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.